ସୀତାରାମ ଅଗ୍ରଓ୍ବାଲ ବାଣପୁର: ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏନେଇ ବ୍ୟାପକ ସତର୍କତା ଅବଲମ୍ବନ କରୁଛନ୍ତି। ଏନେଇ ପ୍ରତ୍ୟେକ ଜିଲ୍ଲା ତଥା ପଞ୍ଚାୟତ ସ୍ତରରେ ଏନେଇ ସତର୍କ କରାଯିବା ସହିତ ଜନସାଧାରଣଙ୍କୁ ସଚେତନତା କରାଯାଉଛି। […]
ଗଂଜାମ, ଜିଲ୍ଲାର ପ୍ରସିଦ୍ଧ ମା ତାରାତାରେଣୀ ପିଠରେ ଆସନ୍ତା ମଙ୍ଗଳବାରରେ ହେବାକୁ ଥିବା ଚଇତି ପର୍ବ ଜାକଜମକରେ କରାଯିବ ନାହିଁ। କେବଳ ମାଙ୍କ ସ୍ବତନ୍ତ୍ର ପୂଜାବିଧି କରାଯାଇ ଚଇତ ପର୍ବର କାମ ଶେଷ କରାଯିବ। କୋରୋନା ଭୟରେ ସରକାର ବର୍ତ୍ତମାନ ଏକାଠି […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଜନୈକ ରୋଗୀ ମାନସିକ ଭାରସାମ୍ୟ ହରାଇ ନିଜେ ନିଜ ହାତର ଚାରୋଟି ଆଙ୍ଗୁଠି କାଟିଦେଇଛନ୍ତି । ଏଭଳି ଏକ ଅଭାବନୀୟ ଦୃଶ୍ୟ ବ୍ରହ୍ମପୁର ଏମ୍କେସିଜିରେ ଦେଖିବାକୁ ମିଳିଛି । […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁରର ଧରାକୋଟ ଅଂଚଳରେ ନାଟକ ଚାଲିଥିବାବେଳେ ବାଣ ବିସ୍ଫୋରଣ ଘଟି ୮ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଦୋଳପୂର୍ଣ୍ଣିମା ଅବସରରେ ଧରାକୋଟ ଥାନା ଅନ୍ତର୍ଗତ କେ. ରାମଚନ୍ଦ୍ରପୁର, କଇଠଡ଼ା ଗ୍ରାମରେ ମହାଭାରତ ନାଟକ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ଏମ୍କେସିଜି ଆଇସୋଲେସନ ୱାର୍ଡ଼ରେ ଥିବା ଜଣେ କରୋନା ସନ୍ଧିଗ୍ଧ ମେଡ଼ିକାଲ୍ରୁ ଚମ୍ପଟ ମାରିଛନ୍ତି । ଏଥିନେଇ ସହରରେ ଭୟର ବାତାବରଣ ଖେଳିଯାଇଛି । ଘଟଣାରୁ ପ୍ରକାଶ ଯେ ଗତକାଲି ପୁରୀ କୃଷ୍ଣପ୍ରସାଦ ଅଂଚଳର ପ୍ରଭାତ […]
ବବୁଲୁ ସାହୁ କଳାହାଣ୍ଡି: ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି କଲାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ଗୋନ୍ତିଆପଡା ଅଙ୍ଗନବାଡି କେନ୍ଦ୍ର। ଏହି କେନ୍ଦ୍ର ସମ୍ମୁଖରେ ମାତ୍ର ୧୦ ମିଟର ଦୂରତାରେ ରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର। ଏହି ଟ୍ରାନ୍ସଫର୍ମରରୁ ବାହାରିଥିବା ବିଦ୍ୟୁତ ତାର […]
ରମେଶ ମହାନ୍ତି ଜଗତସିଂହପୁର: ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା’ସାରଳାଙ୍କ ମନ୍ଦିରରୁ ଚୈତ୍ର ମୀନ ସଂକ୍ରାନ୍ତି ଠାରୁ ଦଶଘଟ ପରମ୍ପରାର ଶୁଭାରମ୍ଭ ହୋଇଛି। କନକପୁରର ଅଧିଶ୍ୱର ବାବା କନକେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ୧୦ଜଣ ରାଉଳ ସେବକ ଘଟଦଣ୍ଡ ସହିତ […]
ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ଯୁଗ୍ମଜନ ଅଭିଯୋଗ ଶୁଣାଣୀକୁ ବାତିଲ କରାଯାଇଛି। ଏଥିସହିତ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକୁ ମାର୍ଚ୍ଚ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁରସଦରଥାନା ଅନ୍ତର୍ଗତ ଜନୈକ କୁଖ୍ୟାତ ଅପରାଧୀଙ୍କୁ ପୋଲିସ୍ ଗିରଫ କରିଛି । ଶନିବାର ଜାମିନ ବିହୀନ ପରୱାନା ବଳରେ ପୋଲିସ୍ ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ସଦରଥାନା ଅନ୍ତର୍ଗତ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏବଂ ବ୍ରହ୍ମପୁର ଆର୍ପିଏଫ୍ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ବିଧାୟକଙ୍କ ନେତୃତ୍ୱରେ ମହାନଗର ନିଗମ ଅନ୍ତର୍ଗତ ୱାର୍ଡ଼ ନଂ ୧ରେ କରୋନା ସଚେତନତା କାର୍ଯ୍ୟକ୍ରମ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର : ବାଣପୁର ବ୍ଲକ୍ ଅନ୍ତର୍ଗତ ସାନହନ୍ତୁଆଡରେ ଏକଦିବସୀୟ ଜିଲ୍ଲାସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ସାନହନ୍ତୁଆଡ ସ୍ପୋର୍ଟସ୍ ଆସୋସିଏନ୍ ଗ୍ରାଉଣ୍ଡ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଦିବାରାତ୍ର ଟୁର୍ଣ୍ଣାମେଣ୍ଟରେ ସୋରଣ ଚାମ୍ପିୟନ୍ ହୋଇଛି । ଟୁର୍ଣ୍ଣାମେଣ୍ଟରେ ସମୁଦାୟ […]
ରମେଶ ମହାନ୍ତି ଜଗତସିଂହପୁର : ଜନୈକ ବ୍ଲକର ମାତାଲ୍ ଆସିଷ୍ଟାଣ୍ଟ ଇଂଜିନିୟରଙ୍କୁ ନେଇ ଏବେ ଜିଲ୍ଲାସାରା ଚର୍ଚ୍ଚା। ସୂଚନାନୂଯାୟୀ ବ୍ଲକର ପଂଚାୟତ ସମିତି ମେମ୍ବର, ସରପଂଚ ଓ ଜିଲ୍ଲାପରିଷଦ ସଭ୍ୟ ମିଶି ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପିକନିକ୍ କରିବାକୁ ଯାଇଥିଲେ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ମୋହନା ଥାନା ପୋଲିସ୍ ଚଢ଼ାଉ କରି ୭୬ କେଜି ଗଂଜେଇ ଜବତ କରିଛି । ଗଂଜେଇ ଚାଲାଣ ଅଭିଯୋଗରେ ଅନ୍ଧାରୀଗୁଡ଼ା ଗାଁର ଲମ୍ବୋଦର ଶବରକୁ ଗିରଫ କରିଛି । କୌଣସି ସୂତ୍ରରୁ ଖବରପାଇ ଥାନାଧିକାରୀ ସୁଜିତ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରର ହାତୀମୁଣ୍ଡା ନିକଟସ୍ଥ କାୟାତୋଟା ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ବାଲୁଗାଁ ନିକଟସ୍ଥ ଆମ୍ବପଡା ଗ୍ରାମର କୃଷ୍ଣବେହେରାଙ୍କ […]
ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗ ବ୍ଳକରେ କିଛିଦିନ ଧରି ମଧ୍ୟାହ୍ନ ଚାଉଳ ଅଭାବରୁ ୬୦ରୁ ଉର୍ଦ୍ଧ ସ୍କୁଲରେ ମଧ୍ୟାହ୍ନ ଭୋଜନ ବନ୍ଦ ହୋଇଥିବା ଜଣାପଡ଼ିଛି। ଏନେଇ କିଛିଦିନ ଧରି ପ୍ରାୟ ୪ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନେ ଉପବାସରେ ଘରକୁ ଫେରିଥିବା ଜଣାପଡ଼ିଛି […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ପୁଣି ଦନ୍ତା ଆତଙ୍କ ଦେଖାଯାଇଛି। ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ପଞ୍ଚାୟତର ପଙ୍କାଳ ଗ୍ରାମରେ ଆଜି ଦନ୍ତା ଆକ୍ରମଣରେ ଦମ୍ପତି ଗୁରୁତର ହୋଇଥିବାର ଖବର ଆସିଛି। ସେହି ଗ୍ରାମର ଦେବେନ୍ଦ୍ର ପ୍ରଧାନ ଓ ବିଶିକା ପ୍ରଧାନ ହାତୀ […]
ରଂଜିତ୍ ପଣ୍ଡା କୁଜଙ୍ଗ : କୁଜଙ୍ଗ ଥାନା ଅନ୍ତର୍ଗତ ଗଣ୍ଡକିପୁର ଗ୍ରାମରେ ଗତକାଲି ଜନୈକା ମହିଳାଙ୍କୁ ସ୍ଥାନୀୟ ଜଣେ ଯୁବକ ଅସଦାଚରଣ କରିଥିବାନେଇ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ୮୪/୨୦ ସଂଖ୍ୟାରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ଅଭିଯୋଗରୁ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିସୋଲାଠାରେ ଚାଲିଥିବା ଏକ ବଡ଼ଧରଣର ଜୁଆଆଡ୍ଡା ଉପରେ ପୋଲିସ୍ ଚଢ଼ାଉ କରିଛି। ଗିରିସୋଲା ଠାରେ ଏହି ଜୁଆଆଡ୍ଡା ଚାଲିଥିବାନେଇ ଗୋଳନ୍ଥରା ପୋଲିସ୍ ବିଶେଷ ସୂଚନା ପାଇଥିଲା । ଗୁରୁବାର ରାତ୍ର ଚଢ଼ାଉ […]
ରମେଶ ମହାନ୍ତି ଜଗତସିଂହପୁର : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍ ଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ସୂଚନା ଅଧିକାର ଆଇନ ସଂପର୍କୀୟ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇ […]
ରଞ୍ଜିତ୍ ପଣ୍ଡା ପାରାଦୀପ : କୁଜଙ୍ଗବ୍ଳକ ଅନ୍ତର୍ଗତ ମହ୍ଲାସାହି ଅଂଚଳରେ ଏବେମଧ୍ୟ ନିଜର ପରମ୍ପରାକୁ ବଜାୟ ରଖିଛି ପ୍ରସିଦ୍ଧ ଝୁଲଣ ଯାତ୍ରା । ସ୍ଥାନୀୟ ଆରାଧ୍ୟ ଦେବତା ଶ୍ରୀଶ୍ରୀ ଅନନ୍ତ ମାଧବ ଜୀଉଙ୍କର ଏହି ପ୍ରସିଦ୍ଧ ଝୁଲଣ ପରମ୍ପରା ପାଖାପାଖି ୫ […]
କନ୍ଦର୍ପ ବେହେରା ରେଢାଖୋଲ : ନାକ୍ଟିଦେଉଳ ବ୍ଲକ୍ ଡଇଁଚା ପଂଚାୟତରେ ସ୍ୱାମୀ ବିବେକାନନ୍ଦ ପାଠାଗାର ଉଦଘାଟନ ହୋଇଯାଇଛି । ନାକ୍ଟିଦେଉଳ ବ୍ଲକ୍ ଅଧ୍ୟକ୍ଷା ମନ୍ଦାକିନୀ ରାଉଳ ମୁଖ୍ୟଅତିଥି ଭାବରେ ଯୋଗଦେଇ ସ୍ୱାମୀ ବିବେକାନନ୍ଦ ପାଠାଗାରର ଶୁଭ ଉଦ୍ଘାଟନ କରିଥିଲେ । ଏଥିରେ […]