ବୁର୍ଲାରେ ଅଗ୍ନିକାଣ୍ଡ : ନିଆଁକୁ ଆୟତ କଲା ଦମକଳ ବାହିନୀ

Published: Sep 20, 2019, 9:06 am IST

ସମ୍ବଲପୁରର ବୁର୍ଲା ମେଡିକାଲରେ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ୍‌ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଡାୟାଲିସିସ କକ୍ଷ ନିକଟରେ ରହିଥିବା ବ୍ୟାଟେରୀ ରୁମ୍‌ରେ ସର୍ଟ ସର୍କିଟ୍‌ କାରଣରୁ ଏହି ନିଆଁ ଲାଗିଥିଲା । ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ କରାଯାଇଛି । ଡାୟାଲିସିସ କକ୍ଷ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇନଥିବା ଜଣାପଡିଛି ।

Related posts