ଶ୍ରୀଲଙ୍କାରେ ବୁର୍ଖା ପରିଧାନ ଉପରେ ନିଷୋଧାଦେଶ ଲାଗୁ ହେବା ପରେ ଏବେ ଏହି ପ୍ରସଙ୍ଗ ଭାରତରେ ବେଶ୍ ଚର୍ଚ୍ଚାରେ ରହିଛି । ବୁର୍ଖାକୁ ନିଷିଦ୍ଧ କରିବା ପାଇଁ ଶିବସେନା ଓ ହିନ୍ଦୁ ସେନା ଭଳି ବିଭିନ୍ନ ସଂଗଠନ ଦାବି କରିଆସୁଛନ୍ତି। ଏହା […]
ସାମୁଦ୍ରିକ ଝଡ଼ ‘ଫନି’ ଏବେ ପୁରୀ ଠାରୁ ୩୨୦ କିମି ଦୂରରେ ରହିଛି। ୧୬ କିମି ପ୍ରତି ଘଣ୍ଟା ବେଗରେ ଓଡ଼ିଶା ଆଡ଼କୁ ଅଗ୍ରସର ହେଉଛି ଫନି। ପୂର୍ବରୁ ପୂର୍ବାହ୍ନ ୧୦ଟାରୁ ୧୨ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି କୁହାଯାଉଥିଲା। କିନ୍ତୁ […]
ପୂର୍ବତନ ଇଂଲଣ୍ଡ ଫୁଟବଲ୍ ଷ୍ଟାର ତଥା ଅଧିନାୟକ ଡେଭିଡ୍ ବେକ୍ହାମ୍ ୪୪ ବର୍ଷରେ ପଦାର୍ପଣ କରିଛନ୍ତି । ଡେଭିଡ୍ ରବର୍ଟ ଯୋଶେଫ୍ ବେକ୍ହାମ୍ ୨ ମେ ୧୯୭୫ ମସିହାରେ ଲଣ୍ଡନର ଲେଟୋନ୍ଷ୍ଟୋନ୍ରେ ଜନ୍ମ ଗ୍ରହଣ କରିଥିଲେ । ମିଡ୍ଫିଲ୍ଡର ଭାବରେ ଖେଳୁଥିବା […]
ଅତି ଭୟଙ୍କର ଘୂର୍ଣ୍ଣିଝଡ଼ ‘ଫାନି’ ଓଡ଼ିଶା ନିକଟତର ହେଉଛି । ଏହା ପୁରୀଠାରୁ ୩୬୦କିମି ଦୂରରେ ରହିଛି। କାଲି ସକାଳ ୧୦ଟାରୁ ୧୨ଟା ମଧ୍ୟରେ ଏହା ପୁରୀ ପାଖାପାଖି ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ […]
ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂ ମାସୁଦ୍ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା ଉପରେ ପ୍ରଶ୍ନ ଉଠାଇଛନ୍ତି । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବନ୍ଧୁତ୍ବ ଅତ୍ୟନ୍ତ ନିବିଡ ଏପରି ସ୍ଥଳେ ବିଶ୍ବ ଆତଙ୍କବାଦୀ […]
ଅର୍ଜୁନ୍ କପୁର୍ ଅଭିନୀତ ଫିଲ୍ମ ଇଣ୍ଡିଆସ ମୋଷ୍ଟ ଓ୍ବାଣ୍ଟେଡ୍ର ଟ୍ରେଲର ରିଲିଜ୍ ହୋଇଛି । ଅର୍ଜୁନ୍ କପୁର୍ ଟ୍ବିଟ୍ଟର ଜରିଆରେ ଫିଲ୍ମର ଟ୍ରେଲରଟିକୁ ସେୟାର କରିଥିଲେ । ଫିଲ୍ମଟିରେ ଅର୍ଜୁନ ଜଣେ ଗୁଇନ୍ଦା ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି ଯିଏକି ଅନ୍ୟ […]
ଉଗ୍ର ରୂପ ଧାରଣ କରି ଓଡ଼ିଶା ନିକଟତର ହେଉଛି ସାମୁଦ୍ରିକ ଝଡ଼ ‘ଫନି’। ଏହା ପୁରୀଠାରୁ ୩୬୦କିମି ଦୂରରେ ରହିଛି। କାଲି ସକାଳ ୧୦ଟାରୁ ୧୨ଟା ମଧ୍ୟରେ ଏହା ପୁରୀ ପାଖାପାଖି ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ପ୍ରବଳ ବର୍ଷା […]
ଦେଶରେ ସପ୍ତଦଶ ନିର୍ବାଚନ ଆରମ୍ଭ ହୋଇଯାଇଛି । ଚାରୋଟି ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବାବେଳେ ଆଉ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ବାକି ରହିଛି । ତେବେ ଆଗାମୀ ପର୍ଯ୍ୟାୟ ନିର୍ବାଚନକୁ ସକାଳ ୭ ପରିବର୍ତ୍ତେ ସକାଳ ୫ଟାରୁ ଆରମ୍ଭ କରିବା ଉପରେ […]
ରବର୍ଟ ଭଦ୍ରା ଅର୍ଥ ହେରଫେର ମାମଲାରେ ନିଜର ଅନ୍ତିମ ରିପୋର୍ଟ ଦାଖଲ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଅଧିକ ସମୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ବିରୋଧରେ ଲଣ୍ଡନର ଏକ କମ୍ପାନୀ […]
ତୀବ୍ର ଗତିରେ ଓଡିଶା ଆଡକୁ ମାଡି ଆସୁଛି ସାମୁଦ୍ରିକ ଝଡ ଫାନି । ଧୀରେ ଧୀରେ ଏହା ଉଗ୍ର ରୂପ ଧାରଣ କରୁଛି । ଏହାର ଗତି ବେଳକୁ ବେଳ ବଢି ଚାଲିଛି । ବାତ୍ୟା ପ୍ରଭାବରେ ବିପର୍ଯ୍ୟୟର ଆଶଙ୍କା କରି […]
ଆଗୁଆ ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ଫନି’। କାଲି ଦିନ ୧୦ଟାରୁ ୧୨ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଆଶଙ୍କା କରାଯାଉଛି। ଏହା ପୁରୀଠାରୁ ୩୬୦ କିମି ଦୂରରେ ରହିଛି ଏବଂ ଘଣ୍ଟାପ୍ରତି ୧୬ କିମି ବେଗରେ ଆଗେଇ ଆସୁଛି। ପୁରୀ ପାଖାପାଖି […]
ଲୋକସଭା ନିର୍ବାଚନ ପାଇଁ ଭାରତର ରାଜନୈତିକ ପାଣିପାଗ ବେଶ୍ ସରଗରମ ରହିଛି। ଏହାରି ଭିତରେ ଚାଲିଛି ଆରୋପ ପ୍ରତ୍ୟାରୋପ। ଗୁଜୁରାଟର ପୂର୍ବ ମୁଖ୍ୟମନ୍ତ୍ରୀ ଶଙ୍କର ସିଂ ବାଘେଲା ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଛନ୍ତି। ପୁଲ୍ଓ୍ବାମା ଆକ୍ରମଣକୁ ଭାଜାପାର ଏକ ଷଡଯନ୍ତ୍ର […]
ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ପକ୍ଷରୁ ଏହାର ଦ୍ବାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ତାଲିକାରେ ପୁଅଙ୍କ ଅପେକ୍ଷା ଝିଅ ବାଜି ମାରିଥିବା ବେଳେ ଦୁଇ ଜଣ ଝିଅ ଟପ୍ପର ତାଲିକାରେ ରହିଛନ୍ତି। ମେ ୨ରେ […]
ସାମୁଦ୍ରିକ ଝଡ଼ ‘ଫାନି’ରେ ଭୟଭୀତ ନହେବା ପାଇଁ ରାଜ୍ୟବାସୀଙ୍କୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି କହିଛନ୍ତି। ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ଧନଜୀବନର ସୁରକ୍ଷା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଇଛି ବୋଲି ସେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ବାତ୍ୟା […]
‘ପ୍ୟାର୍ କା ପଞ୍ଚନାମା’ ଓ ’ଟୟଲେଟ୍ – ଏକ ପ୍ରେମ୍ କଥା’ ପରି ଫିଲ୍ମରେ ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଥିବା ଅଭିନେତା ଦିବ୍ୟେନ୍ଦୁ ଏବେ ଅପ୍କମିଙ୍ଗ୍ ଓ୍ବେବଫିଲ୍ମ ‘ବଦନାମ ଗଲୀ’ରେ ନଜର ଆସିଲେ । ଏଥିରେ […]
ତାମିଲ ସୁପରଷ୍ଟାର ସୂର୍ଯ୍ୟାଙ୍କ ଅପ୍କମିଙ୍ଗ ଫିଲ୍ମ ନନ୍ଦ ଗୋପାଳ କୁମାରନ୍ (ଏନ୍ଜିକେ)ର ଟ୍ରେଲର ରିଲିଜ୍ ହୋଇଛି। ମଙ୍ଗଳବାର ରିଲିଜ୍ ହୋଇଥିବା ଏହି ଟ୍ରେଲରକୁ ରିଲିଜ୍ ପରଠାରୁ ୟୁଟ୍ୟୁବ୍ରେ ୫୦ ଲକ୍ଷ ଲୋକ ଦେଖି ସାରିଲେଣି। ସେଲ୍ଭା ରାଘବନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ […]
ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) କେରଳର କାସରଗୋଡ଼ ଓ ପାଲାକ୍କଡରେ ତିନି ସନ୍ଦିଗ୍ଧ ଆତଙ୍କୀକୁ ଜେରା କରୁଛି। ଏହି ତିନି ଜଣ ଆଇଏସ୍ଆଇଏସ୍ ସହ ସଂଶ୍ଳିଷ୍ଟ ଥିବା ଆଶଙ୍କାରେ ଚଢାଉ କରିଛି। ଏଜେନ୍ସିର ସନ୍ଦେହ ଯେ ଏହି ତିନି ଜଣ ଦୁର୍ଦ୍ଦାନ୍ତ ଆତଙ୍କୀ […]
ବାତ୍ୟା ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ ପଦକ୍ଷେପ। ଶ୍ରୀମନ୍ଦିରର ନୀଳଚକ୍ରରେ ଉଡୁଥିବା ବାନାକୁ ପରିବର୍ତ୍ତନ କରାଯାଇ ଏକ ଛୋଟ ବାନା ଲଗାଯାଇଛି। ସାଧାରଣତଃ ବାତ୍ୟା ସମୟରେ ନୀଳଚକ୍ରରେ ବନ୍ଧା ଯାଇଥିବା ୧୨ ହାତ ଲମ୍ବା ପତକା ମନ୍ଦିର […]
ଇସରତ୍ ଜହାଁ ମିଥ୍ୟା ଏନ୍କାଉଣ୍ଟର ମାମଲାରେ ଦୁଇ ପୂର୍ବତନ ପୋଲିସ୍ ଅଧକାରୀଙ୍କ ବିରୋଧରେ ମାମଲାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ସିବିଆଇ କୋର୍ଟ। ଗୁରୁବାର ସ୍ବତନ୍ତ୍ର ସିବିଆଇ କୋର୍ଟ ଦୁଇ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଡିଜି ବଞ୍ଜାରା ଏବଂ ଏନ୍ […]
ପିଡିପି ମୁଖ୍ୟ ମେହବୁଚବା ମୁ୍ଫ୍ତି ଶିବସେନାର ବୁର୍ଖା ଉପରେ କଟକଣା ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଭାରତରେ ଏହାର କୌଣସି ଆବଶ୍ୟକତା ନାହିଁ ଏବଂ ଏହା ଇସ୍ଲାମ ବିରୋଧୀ ବୋଲି କହିଛନ୍ତି। ଶିବସେନାକୁ ସମାଲୋଚନା କରି ମୁଫ୍ତି କହିଛନ୍ତି, ସେନାର […]
ଚାମ୍ପିୟନ୍ସ ଲିଗ୍ ସେମି ଫାଇନାଲ୍ରେ ଲିଓନେଲ୍ ମେସିଙ୍କ ନେତୃତ୍ବାଧୀନ ବାର୍ସେଲୋନା ୩-୦ ଗୋଲ୍ରେ ଲିଭରପୁଲ୍କୁ ପରାସ୍ତ କରିଛି। ସେମିଫାଇନାଲ୍ର ପ୍ରଥମ ଚରଣରେ ମେସିଙ୍କ ଡବଲ୍ ଗୋଲ୍ ବଳରେ ୩-୦ର ଅଗ୍ରଣୀ ହାସଲ କରିଛି। ଲୁଇସ୍ ସୁଆରେଜ୍ ମ୍ୟାଚ୍ର ୨୬ ତମ ମିନିଟ୍ରେ […]