ଶୁକ୍ରବାର ଆଇସିସି ପକ୍ଷରୁ ୨୨ ଜଣିଆ ଅମ୍ପାୟାର ଏବଂ ମ୍ୟାଚ୍ ରେଫରୀଙ୍କ ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ଏକମାତ୍ର ଭାରତୀୟ ଭାବରେ ଅମ୍ପାୟାର ଏସ୍ ରବି ସ୍ଥାନ ପାଇଛନ୍ତି। ଆସନ୍ତା ମେ ୩୦ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ […]
ଆଶାରାମ ବାପୁଙ୍କ ପୁତ୍ର ନାରାୟଣ ସାଇ ଧର୍ଷଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଶୁକ୍ରବାର ସୁରତର ଏକ କୋର୍ଟ ନାରାୟଣ ସ୍ବାମୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଏପ୍ରିଲ୍ ୩୦ ତାରିଖରେ ଦଣ୍ଡବିଧାନ ସ୍ଥିର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପୀଡିତା […]
୨୦୨୦ରେ ୟୁନାଇଟେଡ ଆରବ ଏମିରେଟ୍ସରେ ଅଂଶଗ୍ରହଣ କରିବାକୁ ଯାଉଛି ଇସ୍ରାଏଲ୍। ଗୁରୁବାର ଇସ୍ରାଏଲ୍ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଏହି ବିଷୟରେ ସୂଚନା ଦେଇଛନ୍ତି। ନିଜ ଦେଶର ବିକଶିତ ବୈଷୟିକ ତଥ୍ୟ ଅନ୍ୟ ରାଷ୍ଟ୍ର ସହିତ ବାଣ୍ଟିବା ପାଇଁ ଏହା ପ୍ରକୃଷ୍ଟ ମାଧ୍ୟମ […]
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ମୃତ୍ୟୁକୁ ନେଇ ଆପୋଲୋ ହସ୍ପିଟାଲର ବିପକ୍ଷରେ ଚାଲିଥିବା ତଦନ୍ତ ଉପରେ ସୁପ୍ରିମ୍ କୋର୍ଟ ରହିତାଦେଶ ଲଗାଇଛନ୍ତି। ୨୦୧୬ ରେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ ମୃତ୍ୟୁର ତଦନ୍ତ […]
ଚତୁର୍ଥ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ଏଡିଆର୍ ପକ୍ଷରୁ ଏ ସମ୍ପର୍କିତଏକ ରିପୋର୍ଟ ପ୍ରକାଶ ପାଇଛି। ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଏହି ପ୍ରାର୍ଥୀଙ୍କ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ସବୁଠାରୁ ଧନୀ ବ୍ୟକ୍ତି। […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନି ଉପରେ ନିର୍ମିତ ବାୟୋପିକ୍ ଉପରେ ନିର୍ବାଚନ କମିଶନଙ୍କ ରୋକ୍ ଉପରେ କୌଣସି ନିର୍ଦ୍ଦେଶ ଦେବାକୁ ମନା କରିଛନ୍ତି ସୁପ୍ରିମ୍କୋର୍ଟ। ସୂଚନାଯୋଗ୍ୟ ଯେ, ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ ଅର୍ଥାତ ମେ ୧୯ ପୂର୍ବରୁ ଏହି ଫିଲ୍ମର […]
ସୂଚନା ଅଧିକାର ଆଇନ ବଳରେ ସୂଚନା ପ୍ରଦାନ ପାଇଁ ଆରବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ। ପୂର୍ବରୁ କୌଣସି ସୂଚନା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ଆବେଦନ କଲେ ଏହି ସୂଚନା ମିଳୁନଥିଲା। ବ୍ୟାଙ୍କର ବାର୍ଷିକ ପ୍ରଦର୍ଶନ ରିପୋର୍ଟ ପ୍ରଦାନ ପାଇଁ […]
ରାଜଧାନୀ ଭୁବନେଶ୍ବରରେ ନିର୍ବାଚନକୁ ନେଇ ହିଂସାକାଣ୍ଡ ଏବଂ ବୋମାମାଡ ହୋଇଥିବା ବେଳେ ଏବେ ଯାଜପୁରରେ ସମାନ ଜିନିଷ ଲକ୍ଷ୍ୟ କରାଯାଇଛି। ନିର୍ବାଚନୀ ହିଂସାରେ ଯାଜପୁରର ସୁକିନ୍ଦାରେ ଜଣେ ଜିଲ୍ଲା ପରିଷଦ ସଭ୍ୟାଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଛି। ଜିଲ୍ଲା ପରିଷଦ ସଭ୍ୟା […]
ବଲିଉଡ୍ରେ ନିଜର ଅଲଗା ଅଭିନୟ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରଣଦୀପ ହୁଡା ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଚଳଚିତ୍ରରେ ନଜର ଆସିବାକୁ ଯାଉଛନ୍ତି। ଏହି ଚଳଚିତ୍ରରେ ରଣଦୀପ ଜଣେ ପୋଲିସ୍ ଭୂମିକାରେ ଅଭିନୟ କରିଥିବା ବେଳେ ଭଂସାଲୀ ଚଳଚିତ୍ରର […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରୁ ନିଜର ନାମାଙ୍କନ ଦାଖଲ କରିଛନ୍ତି। ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ, ଅନ୍ୟ ଦଳୀୟ ଏବଂ ସହଯୋଗୀ ରାଜନେତାଙ୍କ ସହ ଉତ୍ତର ପ୍ରଦେଶର ବାରଣାସୀରୁ ମୋଦି ନିଜର ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ […]
ନିକଟରେ ରବିବାର ହୋଇଥିବା ଭୟଙ୍କର ବିସ୍ଫୋରଣରେ ୨୫୩ ପ୍ରାଣହାନି ଘଟିଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇଥିଲେ। ଏହି ଘଟଣାରେ ପୋଲିସ୍ ଅନ୍ୟୁନ ୫୮ ଜଣଙ୍କୁ ଗିରଫ କରି ସାରିଛି। ଶୁକ୍ରବାର ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲା ସିରିସେନା କହିଛନ୍ତି ଏହି ଆକ୍ରମଣଳରେ […]
ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବିଜେପିକୁ ଆକ୍ରମଣ କରିଛନ୍ତି। ଯଦି ବିଜେପି କ୍ଷମତାକୁ ଆସିବ ତେବେ ଭାରତ ବିଭାଜିତ ହୋଇଯିବ ବୋଲି ଅମରିନ୍ଦର ସିଂ କହିଛନ୍ତି। ଅମରିନ୍ଦର କହିଛନ୍ତି ବିଜେପି ସର୍ବଦା ଜଣେ ବ୍ୟକ୍ତିଙ୍କ ପଛରେ ରହି ନିର୍ବାଚନ ଜିତିବା ପାଇଁ […]
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଯୋଗୁ ତାଙ୍କର ଓଡ଼ିଶା ଗସ୍ତ ବିଳମ୍ବିତ ହେବ ବୋଲି ଟ୍ବିଟ୍ଟର ଜରିଆରେ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଜି ବାଲେଶ୍ୱର ଜିଲ୍ଲାର ରେମୁଣାଠାରେ ନିର୍ବାଚନୀ ସଭାରେ ଉଦବୋଧନ ଦେବାର […]
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଥିବା ଯୌନ ନିର୍ଯାତନା ମାମଲାର ବିଚାର କରିବା ପାଇଁ ଗଠନ ହୋଇଥିବା କମିଟିରେ ଏକ ପରିବର୍ତ୍ତନ କରାଯାଇଛି। ଏହି ତିନି ଜଣିଆ କମିଟିରୁ ଜଷ୍ଟିସ୍ ଏନ୍ ଭି ରମଣାଙ୍କ ସ୍ଥାନରେ ଜଷ୍ଟିସ୍ ଇନ୍ଦୁ […]
ବାରଣାସୀରେ ଆସନ୍ତା କାଲି ନାମାଙ୍କନ ଦାଖଲ ପୂର୍ବରୁ ଶକ୍ତି ପ୍ରଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ପ୍ରଧାନମନ୍ତ୍ରୀଙ୍କ ଏହି ରାଲିରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ମଧ୍ୟ ଯୋଗ ଦେଇଛନ୍ତି। ମୋଦିଙ୍କ ଏହି […]
ରାଷ୍ଟ୍ରୀୟ ଲୋକ ସମତା ପାର୍ଟୀ(ଆରଏଲଏସପି)ର ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା ବିଜେପିକୁ ଟାର୍ଗେଟ କରି ବିବାଦୀୟ ବୟାନ ଦେଇଛନ୍ତି। ବିହାରର ଦରଭଙ୍ଗା ଏକ ଜନସଭାକୁ ସମ୍ବୋଧିତ କରି ସେ ବିଜେପିକୁ ଆକ୍ରମଣ କରିଛନ୍ତି ଯାହା ପରେ ବିବାଦ ସୃଷ୍ଟି ହୋଇଛି। ବିଜେପିକୁ ଛଳନାକାରୀ […]
ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ଏବଂ ସାଇନା ନେହ୍ବାଲ ଏସିଆନ୍ ବ୍ୟାଡମିଣ୍ଟନ୍ ଚାମ୍ପିୟନ୍ସିପ୍ର କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଗୁରୁବାର ଉଭୟ ମହିଳା ଖେଳାଳି କ୍ବାର୍ଟରରେ ପ୍ରବେଶ କରିଥିବା ବେଳେ ମିକ୍ସଡ ଡବଲ୍ସ ଯୋଡି ଉତ୍କର୍ଷ ଅରୋରା ଏବଂ କରିସ୍ମା […]
ଆଫଗାନିସ୍ତାନରେ ଏକ ଆତଙ୍କବାଦୀ ଆକ୍ରମଣରେ ୯ ଜଣ ପୋଲିସ୍ ଅଧିକାରୀ ପ୍ରାଣ ହରାଇଛନ୍ତି। ଏକ ଜୀବନ୍ତ ବୋମାକୁ ନିଷ୍କ୍ରିୟ କରିବାକୁ ଯାଉଥିବା ପୋଲିସ୍ ଟିମ୍ ଉପରେ ଆକ୍ରମଣ ହେବାରୁ ୯ ଜଣ ପୋଲିସ କର୍ମୀଙ୍କ ପ୍ରାଣହାନି ଘଟିଛି। ଅନର୍ଦରା ଜିଲ୍ଲାରେ ଏହି […]
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ପୁନର୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ଓଡିଶାରେ ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକିଥିବାରୁ ଓଡିଶାରେ ପ୍ରଚାର କରି ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ରାହୁଲ ଓଡିଶା ଆସୁଛନ୍ତି। ଚତୁର୍ଥ ପର୍ଯ୍ୟାୟ ମତଦାନକୁ ଦୃଷ୍ଟିରେ […]
ଯାଜପୁରର ବରୀରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ଗୃହ ମନ୍ତ୍ରୀ ରାଜନାଥ ସିଂ। ସେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ଅବସରରେ ବିଜେପି ନେତାଙ୍କ ପାଇଁ ପ୍ରଚାର କରିବାକୁ ଓଡିଶା ଆସିଥିଲେ। ନିଜ ଭାଷଣରେ ଉଭୟ ବିଜେଡି ଏବଂ […]
ଆମ୍ ଆଦ୍ମୀ ପାର୍ଟି (ଆପ୍) ର ଜାତୀୟ ପ୍ରବକ୍ତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ୨୦୧୯ ଲୋକସଭା ନିର୍ବାଚନ ପରବର୍ତ୍ତୀ ସମୀକରଣ ଉପରେ ମତ ରଖିଛନ୍ତି। ବିଜେପି ବ୍ୟତିତ ଅନ୍ୟ ଯେ କୌଣସି ଦଳକୁ ସରକାର ଗଠନରେ ସମର୍ଥନ ଦିଆଯିବ […]