ସମୀକ୍ଷା ବ୍ୟୁରୋ ୬୬ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରର ଘୋଷଣା କରାଯାଇଛି । ଶାସ୍ତ୍ରୀ ଭବନ ପରିସରରେ ପିଆଇବି କନଫରେନ୍ସ ହଲ୍ରେ ପୁରସ୍କାର ପ୍ରଦାନ ସମାବେଶର ଉତ୍ସବ ଆୟୋଜନ କରାଯାଇଛି । ଫିଚର ଫିଲ୍ମରେ ୩୧ଟି ଶ୍ରେଣୀରେ ଜାତୀୟ ପୁରସ୍କାର ଦିଆଯିବ । […]
ସାଗରିକା ଭାରତୀୟ ସଙ୍ଗୀତ ଦୁନିଆର କିମ୍ବଦନ୍ତୀ କଳାକାର କିଶୋର କୁମାରଙ୍କର ଆଜି ନବେତମ ଜନ୍ମଦିନ । ଭାରତୀୟ ଜୀବନରେ କିଶୋର କୁମାରଙ୍କୁ ବାଦ ଦେଇ ଗୋଟେ ମୁହୂର୍ତ୍ତ ବି କଲ୍ପନା କରାଯାଇପାରିବ ନାଇଁ। ସ୍ଵର ର ମଧୁରତା ଓ ଭାବର ନିବିଡତା […]
ସାଗରିକା ମୀନା କୁମାରୀ, ଏ ନାଁ ଇ ଏକ ଇତିହାସ। ହିନ୍ଦୀ ସିନେମାରେ ଏମିତି ଏକ ଚେହେରା ଯିଏ କରୁଣ ରସର ଏକ କବିତା ପରି। ମୀନାକୁମାରୀଙ୍କ ମୁହଁ ବୋଧେ ତାଙ୍କ ସମୟର ଅଭିବ୍ୟକ୍ତିକୁ ରେଖାଙ୍କିତ କରୁଥିଲା। ଷାଠିଏ ଓ ସତୁରୀ […]
କେଦାର ମିଶ୍ର ବିଶ୍ଵର ଏଗାର ଜଣ ପ୍ରସିଦ୍ଧ ସିନେମା ନିର୍ମାତାଙ୍କୁ ଜାତିସଂଘ ତରଫରୁ ଜଳବାୟୁ ପରିବର୍ତ୍ତନ ଓ ପୃଥିବୀ ଉପରେ ଏହାର ପ୍ରଭାବକୁ ନେଇ ସିନେମା ତିଆରି କରିବାକୁ ଅନୁରୋଧ କରାଯାଇଛି। “ଆଇ ଆମ କଲାମ”, “କଡୱି ହାୱା” ଓ “ହଲକା” […]
ସମୀକ୍ଷା ବ୍ୟୁରୋ ସାର୍ଥକ ଟିଭିର ପ୍ରତିଷ୍ଠାତା ତଥା ସାର୍ଥକ ମ୍ୟୁଜିକ, ସାର୍ଥକ ଫିଲମସ ଏବଂ ସିଦ୍ଧାର୍ଥ ୟୁଟିୟୁବ ଚ୍ୟାନେଲ ମାଲିକ ସୀତାରାମ ଅଗ୍ରୱାଲା ଓଡିଶା ମନୋରଂଜନ ଜଗତରେ ଆଣୁଛନ୍ତି ଏକ ନୂଆ ବିପ୍ଳବ। 2020 ମସିହାରେ ସେ ଏକାଥରେ 4 ଟି […]
ସମୀକ୍ଷା ବ୍ୟୁରୋ ବଲିଉଡ୍ର ଆଗଧାଡ଼ିର ଅଭିନେତ୍ରୀ ହେଉଛନ୍ତି କ୍ୟାଟ୍ରିନା କୈଫ୍ । ଆଜି ତାଙ୍କର ୩୬ତମ ଜନ୍ମଦିବସ । ହଙ୍ଗ୍କଙ୍ଗ୍ରେ ଜନ୍ମିତା ଏହି ଅଭିନେତ୍ରୀ ଜଣକ ଇଂଲଣ୍ଡରେ ବଡ଼ ହୋଇଥିବାବେଳେ ଲଣ୍ଡନଠାରେ ମଡେଲିଂ ଆରମ୍ଭ କରିଥିଲେ । ଭାରତରେ ଏହି ଅଭିନେତ୍ରୀଜଣକ […]
ସାଗରିକା ଦଙ୍ଗଲ୍ ଗାର୍ଲ ଜାଇରା ଓ୍ବାସିମ୍ ବଲିଉଡ୍ରୁ ବିଦାୟ ନେଇଛନ୍ତି । ନିକଟରେ ଜାଇରା ଟୁଇଟର୍ରେ ଏକ ବାର୍ତ୍ତା ଦେଇ ବଲିଉଡ୍ରୁ ସମ୍ପୂର୍ଣ୍ଣ ରୂପେ ବିଦାୟ ନେଇଥିବାର ଜଣାଇଛନ୍ତି । ସେ ଧର୍ମ ପାଇଁ ବଲିଉଡ୍ରୁ ଦୂରେଇ ଯାଉଥିବାର କହିଛନ୍ତି । […]
ସରୋଜ ଜେନା ଏକଦା ତଥାକଥିତ ଷ୍ଟାର ଏବଂ ସୁପରଷ୍ଟାରଙ୍କ ଫିଲ୍ମ ଭଲ ଆୟ କରୁଥିବା ବେଳେ ଛୋଟ ବଜେଟରେ ନିର୍ମିତ ଫିଲ୍ମ ନିମନ୍ତେ ବିଶେଷ ସୁଯୋଗ ନଥିଲା । ମାତ୍ର ଇଣ୍ଟରନେଟ୍ର ବହୁଳ ପ୍ରସାର ଯୋଗୁଁ ଛୋଟ କାହାଣୀ ସମ୍ପର୍କରେ ମଧ୍ୟ […]
ସାଗରିକା ବଲିଉଡ୍ରେ ମହିଳାଙ୍କୁ ନେଇ ପ୍ରଥମ ଫିଲ୍ମ ଭାବେ ‘ମଦର ଇଣ୍ଡିଆ’ (୧୯୫୭)ରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମରେ ନର୍ଗିସ୍ ଦତ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଜଣେ ନାରୀର ସଂର୍ଘଷକୁ ନେଇ ଏହି ଫିଲ୍ମଟି ସୁପରହିଟ୍ ରହିଥିଲା […]
କେଦାର ମିଶ୍ର ଥରେ କେହି ଜଣେ କହିଥିଲେ- ଓଡିଶାରେ ଦୁଇ ପ୍ରକାର ଲୋକ ଅଛନ୍ତି, ୧- ଯେଉଁମାନେ ଅକ୍ଷୟ ମହାନ୍ତିଙ୍କୁ ଶୁଣିଛନ୍ତି ଓ ୨. ଯେଉଁ ମାନେ ଅକ୍ଷୟ ମହାନ୍ତିଙ୍କୁ ଶୁଣିଛନ୍ତି, ଅଥଚ ଜାଣି ନାହାନ୍ତି ସେ ଅକ୍ଷୟ ମହାନ୍ତି ବୋଲି। […]
କେଦାର ମିଶ୍ର ସେ ଅନ୍ଧ ବୁଢାଲୋକଟିର ଆଖିରେ ଆପଣ ଏମିତି ଗୋଟେ ଅସହାୟତା ଦେଖିବେ, ଯେଉଁଠି ଶହ ଶହ ଚାଷୀଙ୍କ ଆତ୍ମହତ୍ୟା ପରର ଶବ ଝୁଲୁଛି ଯେମିତି। ଆଉ ସେ ଅନ୍ଧ ବୁଢାଲୋକଟି ଭାରତୀୟ ଚାଷୀମାନଙ୍କର ଗୋଟେ ମେଟାଫର ହୋଇ ଠିଆ […]
ଅଶୀ ଓ ନବେ ଦଶକରେ ହିନ୍ଦୀ ସିନେମାରେ ଜଣେ ସଫଳ ଅଭିନେତ୍ରୀ ଅମ୍ରିତା ସିଂଙ୍କର ଆଜି ୬୧ତମ ଜନ୍ମଦିବସ । ୧୯୫୮ ଫେବୃଆରୀ ୯ ତାରିଖରେ ଜନ୍ମ ହୋଇଥିଲେ । ଅମିତ୍ରାଙ୍କ ମା’ ଜଣେ ମୁସଲମାନ ହୋଇଥିବାବେଳେ ତାଙ୍କ ପିତା ଜଣେ […]
ସାଗରିକା ପ୍ରେମର ଋତୁ ଆସିଯାଇଛି । ଠିକ୍ ଏହି ସମୟରେ ବଲିଉଡ୍ ଦର୍ଶକଙ୍କୁ ଭେଟିଦେଉଛି ଅନେକଗୁଡ଼ିଏ ଫିଲ୍ମ । ପ୍ରେମ,ବନ୍ଧୁତ୍ବ, ସଂର୍ଘଷ ଓ ମଜାଦାର କାହାଣୀ ସବୁକୁ ନେଇ ଫେବୃଆରୀରେ ରିଲିଜ୍ ହେଉଛି ୬ଟି ସିନେମା । ଫେବୃଆରୀ ପ୍ରଥମ ସପ୍ତାହରେ […]
ସାଗରିକା ସମ୍ପ୍ରତି ରାଜନେତା ତଥା ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣର ର ଟ୍ରେଣ୍ଡ ଚାଲିଥିବାବେଳେ ଓଲିଉଡ୍ ମଧ୍ୟ ଏ ଦଉଡରେ ପଛରେ ପଡ଼ିନି । ନିକଟରେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ରାଜନୈତିକ ଜୀବନୀକୁ ନେଇ ‘ଆକ୍ସିଡେଣ୍ଟାଲ୍ ପ୍ରାଇମ୍ […]
ପିନାକୀ ଦେ ମୃଣାଳ ସେନ ଏବେ ଆମ ପାଇଁ ଅନୁପଲବ୍ଧ । ଅଣଲେଉଟା । ତାଙ୍କ ଯିବାରେ ବାସ୍ତବତା ଧର୍ମୀ ଚିତ୍ର ନିର୍ମାଣର ଅତୁଟ ପ୍ରୟାସ ଯେମିତି ଖାସ୍ ଫିକା ପଡ଼ିଗଲା । କାଳୋତ୍ତୀର୍ଣ୍ଣ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ନିର୍ମାଣ କରିଥିଲେ, ସତେଇଶିଟି । ଯାହା […]
ଅସିତ ମହାନ୍ତି ଗତକାଲି (ଶନିବାର) ରାତିରେ ଦିଲୀପ ପଟ୍ଟନାୟକଙ୍କର ବିୟୋଗ ଘଟିଲା। ମୁଁ ତାଙ୍କୁ ଯେତିକି ଜାଣିଛି, ମୋର ମନେହୁଏ, ସେ ଅଳ୍ପ ସଫଳତା ଓ ଅସମାପ୍ତ ସ୍ବପ୍ନର ଏକ ସମାହାର। କେବେ ଜାଣିଲି ମୁଁ ଦିଲୀପ ପଟ୍ଟନାୟକଙ୍କୁ ? ପ୍ରାୟ […]
ସାଗରିକା ୨୦୧୮ ସରିବାକୁ ଯାଉଛି। ଓଲିଉଡରେ ଏ ବର୍ଷ ମୋଟ୍ ୩୦ଟି ନୂଆ ଓଡ଼ିଆ ସିନେମା କୁ ଆସିଛି। ଏ ବର୍ଷର ପ୍ରଥମ ସିନେମା ଭାବେ ‘ଓନ୍ଲି ପ୍ୟାର୍’ ବଡ ପରଦାକୁ ଆସିଥିଲା। ତା’ପରେ ତରଙ୍ଗ ସିନେ ପ୍ରଡକ୍ସନ୍ର ‘ହାପି ଲକି’ […]
ସାଗରିକା ୨୦୧୮ ଆମଠୁ ବିଦାୟ ନେବାକୁ ବସିଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବଲିଉଡ ପାଇଁ ଆଣିଛି ଅନେକ ବିବାଦ, ପୁଣି ଆଣିଛି ଯଥେଷ୍ଟ ସଫଳତା। କେତେବେଳେ ଫିଲ୍ମକୁ ନେଇ ବିବାଦରେ ଫସିଛି ତ ଆଉ କେତେବେଳ ଉଚ୍ଚକୋଟୀର ସୃଜନଶୀଳତା ପାଇଁ […]
ସାଗରିକା ବଲିଉଡ ଭାଇଜାନ ସଲମାନ ଖାନଙ୍କୁ କିଏ ବା ନ ଜାଣେ । ୧୯୬୫ ମସିହା ଡିସେମ୍ବର ୨୭ରେ ଏହି ଅଭିନେତାଜଣକ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୁରା ନାମ ହେଉଛି ଅବଦୁଲ୍ ରସିଦ୍ ସଲିମ୍ ସଲମାନ୍ ଖାନ୍ । ୧୯୮୮ ମସହାରେ […]
ସାଗରିକା ଆମ ଭାରତୀୟ ସମାଜରେ ଝିଅ ଠାରୁ ବୟସରେ ବଡ ପୁଅ ସହିତ ବିବାହକୁ ସ୍ୱୀକୃତି ଦିଆଯାଇଥାଏ। ବିବାହରେ ବୟସର ତାରତମ୍ୟ ବେଶ ଜରୁରୀ ବୋଲି ବିବେଚନା କରାଯାଇଥାଏ। କିନ୍ତୁ ଆଜିର ସମୟରେ ଏଥିରେ ଭିନ୍ନତା ପରିଲକ୍ଷିତ ହେଉଛି। ବିବାହ ପାଇଁ […]
କେଦାର ମିଶ୍ର ତୈମୁର ଅଲ୍ଲୀ ଖାନ୍, ସେଇଫ ଅଲି ଖାନ ଓ କରୀନା କପୁରଙ୍କ ପୁଅ। ବୟସ ମାତ୍ର ଏକ ବର୍ଷ । ଅଥଚ ଗଣମାଧ୍ୟମରେ ତାଙ୍କୁ ନେଇ ଅନବରତ ଚର୍ଚ୍ଚା। ଗୋଟେ ଖବର କହୁଛି, ତାଙ୍କ ଫଟୋ କୁଆଡେ ୧୫୦୦ […]